ଜୀଇବା
ଜୀଇବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - କ୍ରି. (ସଂସ୍କୃତ - ଜୀବ୍ ଧାତୁ)
ସମ୍ପାଦନା- ୧. ବଞ୍ଚି ରହିବା; ନ ମରିବା; ସଜୀବ ରହିବା — ୧. To keep one's self alive; not to die; to live.
- ୨. (ଲକ୍ଷଣାର୍ଥ) ଖାଦ୍ୟ ପରିପକ୍ୱ ନ ହୋଇ ରହିବା — ୨. (figurative) To remain undigested.
[ଦ୍ରଷ୍ଟବ୍ୟ —ଏହି ଶବ୍ଦର ଅସମାପିକା ରୂପ ସଙ୍ଗେ ଉଠିବା, ଯିବା ଓ ରହିବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ]