ଜିହାଦ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଆରବୀ - ଜିହାଦ୍) ସମ୍ପାଦନା

୧. ଧର୍ମରକ୍ଷା ବା ଧର୍ମପ୍ରଚାର ନିମନ୍ତେ ଭିନ୍ନ ଧର୍ମାବଲମ୍ୱୀଙ୍କ ସହିତ ମୁସଲମାନ୍ଙ୍କର ଯୁଦ୍ଧ — ୧. A religious crusade against the infidel by the Mahomedans.
୨. ନିଜର ଧର୍ମରକ୍ଷାର୍ଥ ଯୁଦ୍ଧ —୨. A war for the preservation of one's religion.