ଜିଲା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)
  • (file)

ଅନୁବାଦ ସମ୍ପାଦନା

(ଜିଲ୍ଲା—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଆରବୀ - ଜିଲ୍ଲା, ତୁଳ. ସଂସ୍କୃତ - ଔଜ୍ଜ୍ୱଲ୍ୟ) ସମ୍ପାଦନା

୧. ଆଭା; ଜ୍ୟାତିଷ; ଔଜ୍ଜ୍ୱଲ୍ୟ — ୧. Brightness; blaze.
୨. ସ୍ନିଗ୍ଧତା; ଚିକ୍କଣତା —୨. Smoothness.
୩. (ଆରବୀ - ଜିଲା) ପ୍ରଦେଶର ଶାସନବିଭାଗ — ୩. An administrative district.

[ ଦ୍ର—ଇଂରେଜ ଶାସିତ ଭାରତ ବର୍ଷ ଭିନ୍ନଭିନ୍ନ ପ୍ରଦେଶ (Province)ରେ ବିଭକ୍ତ ପ୍ରତ୍ୟେକ ପ୍ରଦେଶ ଭିନ୍ନ ଭିନ୍ନ ବିଭାଗ (Division) ଓ ପ୍ରତ୍ୟେକ ବିଭାଗ କେତେକ ଜିଲା (district)ର ସମଷ୍ଟି ପ୍ରତି ଜିଲା ଜଣେ ଜଣେ ଶାସକଙ୍କର ଅଧୀନ ପ୍ରତ୍ୟେକ ଜିଲା ଦୁଇ ବା ତତୋ଼ଽଧିକ ଉପଜିଲା ବା ମହକୁମା (Sub-division) ଓ ପ୍ରତ୍ୟେକ ମହକୁମା କେତେଗୁଡ଼ିଏ ଥାନାର ସମଷ୍ଟି

ଜିଲାର ସାଙ୍କତିକ ଚିହ୍ନ 'ଜି']

ପ୍ରାଦେଶିକ - (ପୁରୀ ଜିଲ୍ଲାର ଖୋରଧା ଓ ଗଡ଼ଜାତ) ବିଶେଷ୍ୟ - ସମ୍ପାଦନା

କିଲ୍ଲାର ରାଜକୀୟ ବିଭାଗବିଶେଷ —Subdivison of a Kinā.

[ ଯଥା—ଖୋରଧା କିଲ୍ଲାର ବାଣପୁର, କୁହୁଡ଼ି, ରାମେଶ୍ୱର, ବଳ— ଭଦ୍ରପୁର, ତାପଙ୍ଗ, ମାଣିକଗୋଡ଼ା, କୁଶପଲା, ପାଞ୍ଚଗଡ଼ ଓ ଦାଣ୍ଡିମାଳ, ଏବଂ ନୟାଗଡ଼ କିଲ୍ଲାର କାନ୍ଥମାଳ ଗୋଟିଏ ଗୋଟିଏ ଜିଲ୍ଲା]

ବୈଦେଶିକ - ବିଶେଷଣ - (ଆରବୀ - ଜିଲା=ଦୀପ୍ତି) ସମ୍ପାଦନା

୧. ଚିକ୍କଣ — ୧. Smooth.
୨. ପାଲିସ୍ କରା ଯାଇଥିବା —୨. Polished.
୩. ଚକଚକିଆ —୩. Shining; brilliant.