ଜିଲତ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଆରବୀ - ଜିଲ୍ଲତ୍) ସମ୍ପାଦନା

୧. ଲଜ୍ଜା —୧. Shame.
୨. ଅପମାନ; ବେଇଜ୍ଜତୀ —୨. Insult.
୩. ଅନାଦର —୩. Disrespect; disregard.
୪. ଦୁର୍ଦ୍ଦଶା; ଦୁର୍ଗତି —୪. Misery.

(ଯଥା—ଜିଲତ୍ ଦେବା, ଜିଲତ୍ ପାଇବା, ଜିଲତ୍ରେ ପଡ଼ିବା)