ଜିର୍ଗା
ଜିର୍ଗା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାବୈଦେଶିକ - ବିଶେଷ୍ୟ - (ଆରବୀ - ଜୀରଗାହ୍)
ସମ୍ପାଦନାମୁସଲମାନଙ୍କ ଜାତୀୟ ବା ରାଜନୈତିକ ସମ୍ମିଳନୀ —A social or political conference of the Mahomedans inhabiting the N.W. Frontier provinces of India.
[ ଦ୍ର—କାବୁଲ ଓ ଭାରତର ଉତ୍ତର ପଶ୍ଚିମ ସୀମାନ୍ତବାସୀ ଆଫ୍ରିଦୀ ଆଦି ଜାତିମାନେ ଜିର୍ଗା ବସାଇ ରାଜନୈତିକ ସମସ୍ୟାମାନ ଆଲୋଚନା କରନ୍ତି]