ଜିର୍ଗା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଆରବୀ - ଜୀରଗାହ୍) ସମ୍ପାଦନା

ମୁସଲମାନଙ୍କ ଜାତୀୟ ବା ରାଜନୈତିକ ସମ୍ମିଳନୀ —A social or political conference of the Mahomedans inhabiting the N.W. Frontier provinces of India.

[ ଦ୍ର—କାବୁଲ ଓ ଭାରତର ଉତ୍ତର ପଶ୍ଚିମ ସୀମାନ୍ତବାସୀ ଆଫ୍ରିଦୀ ଆଦି ଜାତିମାନେ ଜିର୍ଗା ବସାଇ ରାଜନୈତିକ ସମସ୍ୟାମାନ ଆଲୋଚନା କରନ୍ତି]