ଜିରାଇତ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ପ୍ରାଦେଶିକ - (ଗଞ୍ଜାମ ଓ ସମ୍ୱଲପୁର) ବୈଦେଶିକ - ବିଶେଷ୍ୟ - (ଆରବୀ - ଜିରାତ୍ =କୃଷିକର୍ମ; ତୁଳ. ହିନ୍ଦୀ - ଏହି ଅର୍ଥରେ ଜିରାୟତ୍) ସମ୍ପାଦନା

୧. କିଛି ସମୟ ପାଇଁ ଚାଷ କରିବା ନିମନ୍ତେ ରଇତକୁ ଦିଆ ଯାଇଥିବା ଜମିଦାରଙ୍କ ନିଜଚାଷ ଜମି — ୧. Zirayet land; zamindar's private land leased out temporarily to a royat.
୨. ଚାଷଜମି; ଆବାଦ ହୋଇଥିବା ଜମି — ୨. Arable land.