ଜିମା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

(ଜିମ୍ମା—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଆରବୀ - ଜିମ୍ମା= ଦାୟିତ୍ୱପୂର୍ଣ୍ଣ ପ୍ରତିଜ୍ଞା) ସମ୍ପାଦନା

୧. ନ୍ୟାସ; ସଂରକ୍ଷା — ୧. Custody; charge; care; trust.
୨. ଆୟତ୍ତ; ଅଧିକାର —୨. Control.
୩. ଦାୟିତ୍ୱ; ଜବାବ୍ଦେହୀ — ୩. Responsibility.
୪. କାର୍ଯ୍ୟର ଭାର —୪. Charge of some matter.

ସମ୍ପାଦନା

ମାରଫତେ —Through; per (as in 'per bearre').