ମୂଳ
ଯାହିତାହି
ଲଗ-ଇନ
ସଜାଣି
ଦାନ
ଉଇକିଅଭିଧାନ ବାବଦରେ
ଆମେ ଦାୟୀ ନୋହୁଁ
ଖୋଜନ୍ତୁ
ଜିଭ
ଭାଷା
ଦେଖିବେ
ସମ୍ପାଦନା
ଜିଭ
ବିଷୟସୂଚୀ
୧
ଓଡ଼ିଆ
୧.୧
ଉଚ୍ଚାରଣ
୧.୨
ଅନୁବାଦ
୧.୩
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜିହ୍ୱା)
ଓଡ଼ିଆ
ସମ୍ପାଦନା
ଉଚ୍ଚାରଣ
ସମ୍ପାଦନା
ରୋ.ଟ୍ରା.
— Jibha
ଆଇ.ପି.ଏ.
— ɟˈibʰɔ
ଧ୍ୱନି (ମାନକ ଓଡ଼ିଆ)
(
file
)
ଅନୁବାଦ
ସମ୍ପାଦନା
ଜିଭ
ସଂସ୍କୃତ - ପର୍ଯ୍ୟାୟ— ଜିହ୍ୱା; ରସଜ୍ଞା; ରସନା; ରସାଳ; ରସିକା; ସାଧୂସ୍ରବା; ରସଳା; ରସାଂକା; ଲଳନା
ବଙ୍ଗାଳୀ:
জিব
,
জিভ
ହିନ୍ଦୀ:
जीभ
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜିହ୍ୱା)
ସମ୍ପାଦନା
୧. ଜିହ୍ୱା —୧. The tongue.
୨. କଲମ ଓ ନିବ୍ ଆଦିର ଜିହ୍ୱାଆକାରର ଅଗ୍ରଭାଗ — ୨. Tongue-like tip of a nib or pen.