ଜିବ୍ରା

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଆଫ୍ରିକା ଦେଶଭାଷାରୁ ଆନୀତ ଶବ୍ଦ; ଇଂ ଜେବ୍ରା)

ସମ୍ପାଦନା

ଘୋଟକ ଓ ଗର୍ଦ୍ଦଭଆକୃତିବିଶିଷ୍ଟ ବନ୍ୟଜନ୍ତୁବିଶେଷ — The Zebra.

[ଦ୍ରଷ୍ଟବ୍ୟ —ଏହା ଆଫ୍ରିକାରେ ଦେଖାଯାଏ ଏହାର ହଳଦିଆ ଦେହରେ କଳା ଡୋରି ବା ପଟା ପଡ଼ିଥାଏ ଏହା ଗୋଟିଏ ଦ୍ରୁତଗାମା ପଶୁ]