ଜିନ୍
ଜିନ୍
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାବୈଦେଶିକ - ବିଶେଷ୍ୟ - (ଫାରାସୀ - ଜୀନ୍)
ସମ୍ପାଦନା- ୧. ଘୋଡ଼ା ପିଠିରେ ବସିବା ପାଇଁ ପକାଇବା ଚର୍ମାସନ; ଅଶ୍ୱ ପୃଷ୍ଠର ଚର୍ମାସନ —୧. Saddle.
- ୨. (ଆରବୀ - ଜୀନ୍ଦ୍) ଭୂତ —୨. Spirit; ghost.
- ୩. ପ୍ରେତ; ଦୈତ୍ୟ —୩. Demon; goblin
- ୪. (ଇଂରାଜୀ - jean, ଯୀନ) ମୋଟା ଓ ଘନବୁଣା ସୂତା ଲୁଗା — ୪. A thick woven cotton cloth; twiled cotton cloth.
[ଦ୍ରଷ୍ଟବ୍ୟ —ଏହି ଲୁଗା ବୁଣିବା ପାଇଁ ୪/୫: ଟା ବଅସୂତା ଓ ଝାଁପ ଆବଶ୍ୟକ]