ଜିନିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଜିନ୍ନିଆ; jinnia) ସମ୍ପାଦନା

ବିଦେଶୀ ପୁଷ୍ପ— ଶାକବିଶେଷ —Zinnia Elegans.

[ଦ୍ରଷ୍ଟବ୍ୟ —ଏ ଗଛ ବର୍ଷେ ମାତ୍ର ବଞ୍ଚି ରହେ ଏହାର ଫୁଲ କୁସୁମ ବା ଗେଣ୍ଡୁ ଫୁଲ ପରି ଆଧୁନିକ ସୁଉଖୀନ୍ମାନଙ୍କ ଉଦ୍ୟାନରେ ଏହା ଦେଖାଯାଏ]