ଜିଦ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଆ) ସମ୍ପାଦନା

୧. ଝୋକ୍; ଜିଗର୍ — ୧. Zid; obstinacy.
୨. ନିର୍ବନ୍ଧ; ହଟ —୨. Importunity; pertinacity.
୩. ଆଗ୍ରହାତିଶଯ୍ୟ —୩. Insistence.
୪. ଖେଳରେ ରଖାଯିବା ବାଜି; ଜିଦି — ୪. Wager in a game of hazards.

[ଦ୍ରଷ୍ଟବ୍ୟ —ଏ ଶବ୍ଦ ଇଂରାଜିଭାଷାରେ ମଧ୍ୟ ଚଳିଲାଣି]