ଜିଜ୍ଞାସନ
ଜିଜ୍ଞାସନ
ଉଚ୍ଚାରଣ
ସମ୍ପାଦନା(ଜିଜ୍ଞାସିକା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଜ୍ଞା ଧାତୁ+ଇଚ୍ଛାର୍ଥରେ. ସନ+କର୍ତ୍ତୃ. ଅକ)
ସମ୍ପାଦନା- ୧. ଯେ କୌଣସି ବିଷୟ ଜାଣିବାକୁ ଇଚ୍ଛୁକ ହୋଇ ପ୍ରଶ୍ନ କରେ — ୧. Desirous of knowing anything; inquisitive.
- ୨. ପ୍ରଶ୍ନକାରୀ — ୨. One who questions; interrogating.
ଜିଜ୍ଞାସନ
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - (ଜ୍ଞା ଧାତୁ+ଇଚ୍ଛାର୍ଥରେ. ସନ୍+ଭାବ. ଅନ)
ସମ୍ପାଦନା- ୧. ପ୍ରଶ୍ନକରଣ —୧. Questioning.
- ୨. ଅନୁସନ୍ଧାନ —୨. Enruiry; investigation.