ଜିଙ୍କ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

=== ବୈଦେଶିକ - ବିଶେଷ୍ୟ - (ଇଂ ଜିଙ୍କ୍, Zinc.)—

ଦସ୍ତା ଧାତୁ —Zinc.

[ଦ୍ରଷ୍ଟବ୍ୟ ଇଙ୍ଗ୍ରାଜିର 'Z' ଜ୍ଝେଡ଼୍ ଅକ୍ଷରର ଉଚ୍ଚାରଣର ସମାନ ଉଚ୍ଚାରଣ ଯୁକ୍ତ ଅକ୍ଷର ଓଡ଼ିଆ ବା ସଂସ୍କୃତରେ ନ ଥିବାରୁ z ଅକ୍ଷରକୁ ଓଡ଼ିଆରେ 'ଜ' ଅକ୍ଷର ଲେଖି ଚିହ୍ନାଇବାକୁ ହୁଏ ]