ଜିକର୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଜିକ୍ର୍=ଚର୍ଚ୍ଚା) ସମ୍ପାଦନା

୧. ସୂଚନା —୧. Indication
୨. ପ୍ରସଙ୍ଗ —୨. Reference.

(ଯଥା—ଆଉ ପୃଷ୍ଠାର ଆରମ୍ଭରେ ଏ ପୃଷ୍ଠାରେ ଜିକର ଲେଖାଯିବା)

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - ସମ୍ପାଦନା

ଜିଗର (ଦେଖ) - Jigara (See)