ଜିଉ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ପ୍ରାଦେଶିକ - (ମେଦିନୀପୁର) ବିଶେଷ୍ୟ - (ସଂସ୍କୃତ - ଦ୍ୟୁତ) ସମ୍ପାଦନା

ବିବାହ ସମୟରେ ବରକନ୍ୟାଙ୍କର କଉଡ଼ି ଖେଳ; ଜୁଆ ଖେଳ — The game of cowries (sea-shells) played by the bride and the bridegroom during marriage.

ବୈଦେଶିକ - ବିଶେଷ୍ୟ - (ହିବ୍ରୁ) ସମ୍ପାଦନା

ଯୀହୁଦି (ଦେଖ) - J̄īhudi (See)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜୀବ) ସମ୍ପାଦନା

ଜୀ (ଦେଖ) - —Jī (See)