ଜିଆଦା
ଜିଆଦା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଜିଆଦା
|
ବୈଦେଶିକ - ବିଶେଷ୍ୟ - (ଫାରାସୀ - ଜ୍ୟାଦତୀ=ଅଧିକ୍ୟ; ଅଧିକ; ବହୁତ)
ସମ୍ପାଦନା- ୧. ଆଧିକ୍ୟ; ଅଧିକତା —୧. Excess.
- ୨. ବଳି ପଡ଼ିବା ଅଂଶ ବା ପଦାର୍ଥ —୨. Surplus.
ବିଶେଷଣ - (ଫ. ଜ୍ୟାଦା=ଅଧିକ; ବହୁତ)
ସମ୍ପାଦନା- ୧. ପ୍ରଚୁର —୧. More than enough
- ୨. ଉଦ୍ ବୃତ୍ତ; ଅଧିକା —୨. Excessive.
- ୩. ଅଧିକ; ବହୁତ; —୩. Much; many; great.