ଜାୟ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ବିପରୀତ—ବଜାୟ)

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଜାୟୁ=ସ୍ଥାନ; ଆରବୀ - ଜାୟଜ୍=ଉଚିତ୍; ବାଜିବ୍) ସମ୍ପାଦନା

୧. ବିବରଣ; ହିସାବ —୧. Account.
୨. ହିସାବରେ ବିବରଣ ବା ତାଲିକା; ତପସିଲ — ୨. List.
୩. ହିସାବ କରାଯିବା କୋଣସି ବିଷୟରେ ସ୍ମାରକ ଚିହ୍ନ; ୩. Tick mark.
୪. ଲିଖିତ ବିସୃତ ବିବରଣ —୪. Detailed account.

ଅନୁବାଦ ସମ୍ପାଦନା

ବିଶେଷଣ - (ଆରବୀ - ଜାୟଜ୍=ଉଚିତ) ସମ୍ପାଦନା

୧. ଉତ୍ତମ —୧. Good.
୨. ନ୍ୟାୟାନୁଗତ —୨. Legal; lawful.
୩. ଉଚିତ —୩. Proper.