ଜାହିର୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଆରବୀ - ଜାହିର=ବ୍ୟକ୍ତ; ପ୍ରକାଶିତ) ସମ୍ପାଦନା

୧. ପ୍ରକାଶ —୧. Display; manifestation.
୨. ପ୍ରଚାର —୨. publication.

ବିଶେଷଣ - ସମ୍ପାଦନା

୧. ବାହ୍ୟ —୧. External.
୨. ବ୍ୟକ୍ତ —୨. Apparent.
୩. ନିଜେ ନିଜେ ପ୍ରକଟିତ ବା ପ୍ରକାଶିତ — ୩. Manifest; evident.
୪. ପ୍ରକାଶ୍ୟ —୪. Public.
୫. ସର୍ବତ୍ର ପ୍ରକାଶିତ; ପ୍ରକଟିତ — ୫. Made public; published.
୬. ଉନ୍ମୁକ୍ତ;ସ୍ଫୁଟ —୬. Open.
୭. ବିଦିତ —୭. Known.
୮. ଦଣ୍ଡପାଇବାଦ୍ୱାରା ଉପଶାନ୍ତ; ଶାସିତ; ବଶୀକୃତ — ୮. Brought under control by means of punishment.