ଜାହାନିଆଁ
ଜନୈକ ମୁସଲମାନ ପରି— ବ୍ରାଜକ ମହାପୁରୁଷ —Name of a Mahomedan traveller-saint.
[ଦ୍ରଷ୍ଟବ୍ୟ —ପୁରୀ ଜିଲା କାକଟପୁର ନିକଟସ୍ଥ ସମୁଦ୍ରକୂଳରେ ଏହାଙ୍କର ଗାଦି ଅଛି ସହକାର—୧୨ଶ ସଂଖ୍ୟା—ରାଧାଚରଣ ପଣ୍ଡା]