ଜାହାଜିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଆ) ସମ୍ପାଦନା

୧. ପୋତାଧ୍ୟକ୍ଷ; କାପ୍ତାନ — ୧. Captain of a ship.
୨. ନାବିକ; ନୌକର୍ମଚାରୀ — ୨. A sailor; a mariner.
୩. ବୋଇତିଆଳ; ଜାହାଜଦ୍ୱାରା ବାଣିଜ୍ୟ କରିବା ବ୍ୟକ୍ତି —. ୩. A person who trades with the help of a ship; an export merchantt.

ବାଲେଶ୍ୱରରେ ଅନେକଗୁଡ଼ିଏ ଜାହାଜିଆ ମହାଜନ ଥିଲା ଫକୀରମୋହନ. ଗଳ୍ପସ୍ୱଳ୍ପ

ଦେଶଜ - ବିଶେଷଣ - ସମ୍ପାଦନା

୧. ଜାହାଜସମ୍ୱନ୍ଧୀୟ — ୧. Pertaining to a ship.
୨. ନୌସମ୍ୱନ୍ଧୀୟ —୨. Nautical.
୩. ଜାହାଜରେ ସମୁଦ୍ରପାରସ୍ଥ ବିଦେଶରୁ ଆନୀତ;ବିଦେଶୀ — ୩. Imported from a foreign transmarine country.