ଜାହାଁବାଜ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷଣ - (ଫାରାସୀ - ଜାହାନ=ପୃଥିବୀ+ଦର୍ଶକ ଅର୍ଥରେ ଫାରସୀ ବାଜ୍ପ୍ରତ୍ୟୟ, କିମ୍ୱା ଆରବୀ - ଜେହନ୍= ବୁଦ୍ଧି+ଅଧିକାରୀ ଅର୍ଥରେ ବୀଜ ପ୍ରତ୍ୟୟ; ତୁଳ. ଫାରାସୀ - ଜହାଦୀତ=ଅନୁଭୁବୀ) ସମ୍ପାଦନା

୧. ବହୁଦର୍ଶୀ; ଅନୁଭୂବୀ —୧. Experienced.
୨. ତୀକ୍ଷ୍ଣ ବୁଦ୍ଧି —୨. Sharp-witted
୩. କୂଟବୁଦ୍ଧି — ୩. Crafty; of crooked policy.
୪. ଖେଚେଡ଼ା; ଦୁଷ୍ଟ —୪. Wicked ;wanton.
୫. ଦୁର୍ଦ୍ଦମନୀୟ — ୫. Difficult to control; unmanageable.