ଜାହାଁବାଜ୍
ଜାହାଁବାଜ୍
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାବୈଦେଶିକ - ବିଶେଷଣ - (ଫାରାସୀ - ଜାହାନ=ପୃଥିବୀ+ଦର୍ଶକ ଅର୍ଥରେ ଫାରସୀ ବାଜ୍ପ୍ରତ୍ୟୟ, କିମ୍ୱା ଆରବୀ - ଜେହନ୍= ବୁଦ୍ଧି+ଅଧିକାରୀ ଅର୍ଥରେ ବୀଜ ପ୍ରତ୍ୟୟ; ତୁଳ. ଫାରାସୀ - ଜହାଦୀତ=ଅନୁଭୁବୀ)
ସମ୍ପାଦନା- ୧. ବହୁଦର୍ଶୀ; ଅନୁଭୂବୀ —୧. Experienced.
- ୨. ତୀକ୍ଷ୍ଣ ବୁଦ୍ଧି —୨. Sharp-witted
- ୩. କୂଟବୁଦ୍ଧି — ୩. Crafty; of crooked policy.
- ୪. ଖେଚେଡ଼ା; ଦୁଷ୍ଟ —୪. Wicked ;wanton.
- ୫. ଦୁର୍ଦ୍ଦମନୀୟ — ୫. Difficult to control; unmanageable.