ଜାଳିବା

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଜଳାଇବା, ଜଳେଇବାଣିଜନ୍ତ ରୂପ

ଦେଶଜ - କ୍ରିୟାପଦ - . (ସଂସ୍କୃତ - ଜ୍ୱଳ ଧାତୁ)—(ଜଳିବାର ଣିଜନ୍ତରୂପ)

ସମ୍ପାଦନା
୧. ଜଳାଇବା; ଅଗ୍ନି ଲଗାଇବା — ୧. To light fire; to ignite.

ସେ ନବୀନା ଦିନେ ଅଗ୍ନିଙ୍କି ଜାଳିବାକୁ ଗଲେ ଏକା ହୋଇ ହୋମର ଘରକୁ— କୃଷ୍ଣସିଂହ. ମହାଭାରତ ସଭା

୨. ଦହନ କରିବା; ପୋଡ଼ିବା —୨. To burn.
୩. ଉତ୍ତପ୍ତ କରିବା —୩. To heat.