ଜାଲ୍ ଦଲିଲ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ଜାଲ୍ଦସ୍ତାବିଜ୍—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଆରବୀ - ଜଅଲ୍ ଓ ଫାରାସୀ - ଦଲୀଲ୍) ସମ୍ପାଦନା

ଅସଲ କାଗଜର ବିକୃତ ପ୍ରତିଲିପି — Forged document.