ଜାଲିମ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଆରବୀ - ଜାଲିମ୍=ଅତ୍ୟାଚାରୀ; ତୁଳ. ସଂସ୍କୃତ - ଜାଳ =ଖଳଲୋକ) ସମ୍ପାଦନା

୧. ରାଗ; କୋପ —୧. Anger.
୨. ଜୁଲମ୍; ଅତ୍ୟାଚାର —୨. Oppression.
୩. ହାକିମ୍; ହୁକୁମତି — ୩. Show of authority.
୪. ଗର୍ବ; ଦମ୍ଭ —୪. Arrogance.
୫. (ମନ୍ଦାର୍ଥ) ରୀତି; ଚାଲିଚଳନ; ଢଙ୍ଗ — ୫. Manners; conduct.

(ଯଥା—ସହରୀ ଜାଲିମ୍)

୬. ପରାକ୍ରମ —୬. Might.

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଆରବୀ - ) ସମ୍ପାଦନା

୧. ଅତ୍ୟାଚାରୀ; ଜୁଲମ୍ୱାଜ୍ — ୧. Oppressive.
୨. ଅନ୍ୟାୟ କର୍ମଚାରୀ —୨. Unjust.
୩. ପ୍ରବଳ ପ୍ରତାପୀ; ପରାକ୍ରମଶାଳୀ — ୩. Mighty; powerful.