ଜାଲିମ୍
ଜାଲିମ୍
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାବୈଦେଶିକ - ବିଶେଷ୍ୟ - (ଆରବୀ - ଜାଲିମ୍=ଅତ୍ୟାଚାରୀ; ତୁଳ. ସଂସ୍କୃତ - ଜାଳ =ଖଳଲୋକ)
ସମ୍ପାଦନା- ୧. ରାଗ; କୋପ —୧. Anger.
- ୨. ଜୁଲମ୍; ଅତ୍ୟାଚାର —୨. Oppression.
- ୩. ହାକିମ୍; ହୁକୁମତି — ୩. Show of authority.
- ୪. ଗର୍ବ; ଦମ୍ଭ —୪. Arrogance.
- ୫. (ମନ୍ଦାର୍ଥ) ରୀତି; ଚାଲିଚଳନ; ଢଙ୍ଗ — ୫. Manners; conduct.
(ଯଥା—ସହରୀ ଜାଲିମ୍)
- ୬. ପରାକ୍ରମ —୬. Might.
ଅନୁବାଦ
ସମ୍ପାଦନାବୈଦେଶିକ - ବିଶେଷ୍ୟ - (ଆରବୀ - )
ସମ୍ପାଦନା- ୧. ଅତ୍ୟାଚାରୀ; ଜୁଲମ୍ୱାଜ୍ — ୧. Oppressive.
- ୨. ଅନ୍ୟାୟ କର୍ମଚାରୀ —୨. Unjust.
- ୩. ପ୍ରବଳ ପ୍ରତାପୀ; ପରାକ୍ରମଶାଳୀ — ୩. Mighty; powerful.