ଜାଲିଆତି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - (ଫାରାସୀ - ଜାଲିୟତୀ) ସମ୍ପାଦନା

୧. ଜାଲ୍କର୍ମ — ୧. Forgery.
୨. ଠକାମି; ଶଠତା; ପ୍ରବଞ୍ଚନା —୨. Cheating; deception.
୩. କପଟତା; ପ୍ରବଞ୍ଚନା —୩. Hypocrisy.