ଜାଲିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. (ସଂସ୍କୃତ - ଜାଳିକ) ଜାଲୁଆ; କେଉଟ; ଯେ ଜାଲଦ୍ୱାରା ମାଛ ଧରି ଜୀବିକା ନିର୍ବାହ କରେ — ୧. Fishrman (using nets).
୨. (ଆରବୀ - ଜାଲ୍) ଜାଲ କରିବା ବ୍ୟକ୍ତି — ୨. Forger.

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

୧. ଯେ ଜାଲ୍ କରେ; ଜାଲ୍କାରୀ — ୧. Forging.
୨. ଶଠ; ଠକ —୨. Cheating; deceptive.
୩. କପଟୀ —୩. Hypocritical.