ଜାଲି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜାଳ) ସମ୍ପାଦନା

୧. ଜାଳ ପରି ପତଳା ଆବରଣ — ୧. Film.
୨. ଜାଲ ପରି ଛିଦ୍ରବିଶିଷ୍ଟ ପଦାର୍ଥ ବା ଭୂଷଣ — ୨. A thing or ornament of network; lattice-work.
୩. ବହୁ କ୍ଷୁଦ୍ର ଛିଦ୍ରବିଶିଷ୍ଟ ଜାଲ — ୩. A net with small holes.
୪. ସୁନା ରୂପା ଆଦି ଧାତୁର ତାରକସି କାମ — ୪. Filigree work.
୫. ଦୋଷ —୫. Fault; blemish.
୬. ଦୁଃଖ; ବାଧା —୬. Pang; bothoraton.
୭. ଝରକା; ଜଳାକବାଟି —୭. Latticed window.

ନାଲିଟି ନିକଟେ ଅନାଇ ଦେଲିଟି କାଲି ଟିକିଏ ଚାଲିଟିକି— କବିସୂର୍ଯ୍ୟ. ସଙ୍ଗୀତ


ପ୍ରାଦେଶିକ - (ସମ୍ୱଲପୁର; ଗଡ଼ଜାତ) ବିଶେଷ୍ୟ - ସମ୍ପାଦନା

ଘରର ଛଣକୁ ରକ୍ଷା କରିବା ପାଇଁ ଉପରେ ଦିଆ ଯାଇଥିବା ତାଟ —A latticed mat spread over the straw-thatch of a house.