ଜାଲପୋଢୁଅ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଜାସପୋଡ଼ୁହ, ଜାଲପୋରୁହ, ଜ

ଜାଲପୋଡ଼ୁହ, ଜାଲପୋରୁହ, ଜାଲପୋଳୁହ, ଜାଲପୋଲ୍ହୁହଅନ୍ୟରୂପ

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜାଳ+ ପ୍ଳବ) ସମ୍ପାଦନା

ମାଛ ଧରିବାପାଇଁ ବ୍ୟବହୃତ ପୋଳୁହ ଆକୃତିରେ ଖଞ୍ଜା ହୋଇଥିବା ୫ ଖଣ୍ଡ ଡାଙ୍ଗରେ ଆବୃତ ଜାଲ — A contrivance consisting of a circular net controlled by five sticks converging at the top.