ଜାର୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଜାରିନା—ସ୍ତ୍ରୀ) 

ବୈଦେଶିକ - ବିଶେଷ୍ୟ - ପୁଂ. (ଇଂରାଜୀ - ଜାର୍, ଲାଟିନ୍ କାକାର୍) ସମ୍ପାଦନା

ଋଷିଆ ସମ୍ରାଜ୍ୟ ରାଜତନ୍ତ୍ରାଧୀନ ଥିବା ସମୟରେ ତହିଁର ସମ୍ରାଟଙ୍କ ଉପାଧି; The late Czar of the Russn empire.