ଜାରି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

=== ବୈଦେଶିକ - ବିଶେଷ୍ୟ - (ଆରବୀ - ଜାରୀ=ପ୍ରଚଳିତ)

୧. ଆରମ୍ଭ; ସୂତ୍ରପାତ; ପ୍ରବର୍ତ୍ତନ — ୧. Setting a thing on foot.
୨. ପ୍ରଚାର —୨. Circulation; promulgation.
୩. ଅଧିକାର —୩. Authority; control.
୪. ପ୍ରୟୋଗ —୪. Issuing; application.
୫. କାର୍ଯ୍ୟରେ ପରିଣତି —୫. Carrying into action.
୬. ଶାସନ —୬. Rule; regime.
୭. ବ୍ୟବହାର; ପ୍ରଚଳନ —୭. Use; currency.

(ଯଥା—ଏ ହୁକୁମର ଜାରି ୩ ବର୍ଷ ହେଲା ହୋଇଅଛି )

୮. ପ୍ରଭାବ —୮. Influence.

(ଯଥା—ଆଜି କାଲି ରଥଙ୍କର ଆଠଗଡ଼ରେ ଭାରି ଜାରି )

୯. କାର୍ଯ୍ୟ —୯. Action.
୧. ବଳାତ୍କାର —୧୦. Employing force.
୧୧. ଜାହିର୍; ଆତ୍ମପ୍ରଶଂସା — ୧୧. Self-aggranḏisement.
୧୨. ତେଜ —୧୨. Power; vigour; activity.

ଆଜି ପୂର୍ବୋକ୍ତ ଡ଼କାଏତି ଖଟିରେ ଭାରୀ ଜାରି ଫକୀରମୋହନ. ଗଳ୍ପସ୍ୱଳ୍ପ

୧୩. କଡ଼ାକଡ଼ି ନିୟମର ପ୍ରଚାର — ୧୩. Promulgation of strict rules.
୧୪. ପ୍ରବାହ —Current; flow.
୧୫. ମହରମ ପର୍ବରେ ମୁସଲମାନ ସ୍ତ୍ରୀଲୋକ ତାଜିଆ ଆଗରେ ଗାଇବା ଏକ ପ୍ରକାର ଗୀତ — ୧୫. A kind of song sung by Mahomedan females during the Mohorrum.
୧୬. ଆଡ଼ମ୍ୱର —୧୬. Pomp; disp la y
୧୭. କଠୋର ନିୟମାଧୀନତା —୧୭. Discipline.

ବିଶେଷଣ - ସମ୍ପାଦନା

୧. ପ୍ରଚଳିତ —୧. Current; in vogue.
୨. ପ୍ରତିଷ୍ଠିତ —୨. Established.
୩. ପ୍ରବର୍ତ୍ତିତ — ୩. Put in force; inaugurated.
୪. ଜାହିରା; ପ୍ରଚାରିତ —୪. Promulgated; published.

ତାଙ୍କ ମହିମା କଥା ପୃଥିବୀ ଯାକ ଜାରି ଫକୀରମୋହନ. ଗଳ୍ପସ୍ୱଳ୍ପ ales during the Mohorrum. trict rules.


୫. (ଆରବୀ - ଜାହିର୍) ଶାସିତ —୫. Controlled; ruled.
୬. ପ୍ରବାହିତ — ୬. Flowing; running (in current).

(ଯଥା—ଜଖମୀ ଲୋକର ବହୁତ ଖୁନ୍ ଜାରି ଅଛି)