ଜାମ୍ଦାନୀ
(ଜାମ୍ଦାନୀରୁ ଲେଉଟି ଆସିଛି)
ଜାମ୍ଦାନୀ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ବୈଦେଶିକ - ବିଶେଷ୍ୟ - (ଫାରାସୀ - ଜାମହ୍ଦାନୀ) ସମ୍ପାଦନା
- ୧. ବୁଣାହେବା ବେଳୁଁ ସୂକ୍ଷ୍ମ ସୂକ୍ଷ୍ମ ରନ୍ଧ୍ର ଓ କାରୁକାର୍ଯ୍ୟ ଥିବା ସୂତା ଲୁଗା — ୧. Figured net-cloth.
- ୨. ତନ୍ତରେ ବୁଣା ହେବା ବେଳେ ଫୁଲ ପଡ଼ିଥିବା ଲୁଗା —୨. A stuff of exquisite flower- work on netting; figured cloth.