ଜାମ୍
ଜାମ୍
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ ସମ୍ପାଦନା
ବୈଦେଶିକ - ବିଶେଷ୍ୟ - (କାଠିଆବାଡ଼) ସମ୍ପାଦନା
ପଶ୍ଚିମଭାରତ ଓ କାଠିଆବାଡ଼ ଅଞ୍ଚଳର ରାଜାମାନଙ୍କ ଉପାଧିବିଶେଷ; ନବନଗରର ରାଜାଙ୍କ ଉପାଧି; ଜାମ୍ ସାହେବ୍ —୧. The title of some Ruling chiefs in W. India.
- ୨. (ଇଂ) (କଳଙ୍କି ଖାଇ) ଦୁଇଟି ବସ୍ତୁ ପରସ୍ପର ସହିତ ଦୃଢ଼ଭାବରେ ଲାଗିଯିବା —୨. Jamming or tightly fitting to each other.
- ୩. ଗୁଡ଼ମିଶ୍ରିତ ଚଟଣୀ; ମୁରବ୍ୱା —୩. Jam.
(ଯଥା—ଆମ୍ଭଆଦି ଫଳକୁ ଚିରୁଡ଼ା ଚିରୁଡ଼ା କରି ଚିନି ପାଗ କରି ଚିନିପାଗରେ ଏହାକୁ ସିଝାଇ ଜାମ୍ ପ୍ରସ୍ତୁତ ହୁଏ]
- ୪. (ରେଳରେ କାର୍ଯ୍ୟ କରୁଥିବା କୁଲିଙ୍କ ବ୍ୟବହୃତ)— ସ୍ଲିପର୍ ଉପରେ ଯେଉଁ ଲମ୍ୱ ଲୁହା କଡ଼ି ଆବଦ୍ଧ ଥାଏ ଓ ଯାହା ଉପରେ ରେଳଗାଡ଼ିର ଚକ ଚଳେ — ୪. Iron railway-plates.