ଜାମୁକି
ଜାମୁକି
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ଜାମୁକି
|
ଦେଶଜ - ବିଶେଷ୍ୟ - ସମ୍ପାଦନା
- ୧. ବାଣୁଆମାନେ ବନ୍ଧୁକର ପାର୍ଶସ୍ଥ ରନ୍ଧ୍ରରେ ନିଆଁ ଲଗାଇବା ପାଇଁ ଯେଉଁ ଦଉଡ଼ିରେ ନିଆଁ ରଖିଥାଆନ୍ତି; ଶଳିତା; ପଳିତା —୧. A cord lighted with fire to ignite a match-lock; match of a gun.
ବାରୁଦ ଗୁଳି ଗୁଳା ଭାର ଭାର ରଞ୍ଜକ ଜାମୁକି ନିଆଁ ପଥର—ବ୍ରଜନାଥ. ସମରତରଙ୍ଗ
- ୨. ଝାଆଁରା (ଦେଖ) - ୨. Jhā-āñrā (See)