ଜାମା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷ୍ୟ - (ଜମ୍ ଧାତୁ=ଖାଇବା+କର୍ତ୍ତୃ. ଅ+ସ୍ତ୍ରୀ. ଆ) ସମ୍ପାଦନା

୧. କନ୍ୟା; ଝିଅ —୧. Daughter.
୨. ପୁତ୍ରବଧୂ; ବୋହୁ — ୨. A daughter in-law.

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଜାମା=ବସ୍ତ୍ର; ଆଣ୍ଠୁ ପର୍ଯ୍ୟନ୍ତ ଲମ୍ୱା କୁର୍ତ୍ତା ବା ଚପ୍କନ) ସମ୍ପାଦନା

କୁର୍ତ୍ତା ବା ଅଙ୍ଗା —Coat; frock.

ରାତି ଦିନ ଜାମା ଦେହରେ ନ ଥିଲେ ପାଟିରେ ନ ହୁଏ କହି ଭିକାରୀ. ସାଆନ୍ତିଆ ବାହା