ଜାବତା
ଜାବତା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ ସମ୍ପାଦନା
ବୈଦେଶିକ - ବିଶେଷ୍ୟ - (ଫାରାସୀ - ଜାବିତା, ଜାପ୍ତା=ଆଇନ, ନିୟମ) ସମ୍ପାଦନା
- ୧. ରାଜବିଧି; ଆଇନ; ନିୟମ — ୧. Law; rule.
- ୨. କାଇଦା; ଦୃଢ଼ ନିୟମ — ୨. Strict rule.
- ୩. ନୀୟମାଧୀନତା —୩. Discipline.
- ୪. ଆୟତ୍ତ; ଅଧିକାର — ୪. Control; mastery; restraint.
ଦେଶଜ - ବିଶେଷଣ - ସମ୍ପାଦନା
- ୧. ଆଇନସଙ୍ଗତ; ଆଇନର ରୀତି ଅନୁଯାୟୀ — ୧. Legal; according to legal formalities.
- ୨. ରୀତିମତ —୨. Regular.
ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ - (କଚିରିଆ) ସମ୍ପାଦନା
ତାଲିକା — List; schedule.