ଜାଫରାନ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଆରବୀ - ଜାଫ୍ରାନ୍; ତୁଳ ଇଟାଲୀୟ ଜାଫ୍ଫେରାନୋ)—କୁଙ୍କୁମ; ପୀରସ୍ୟ ଓ କାଶ୍ମୀର ଦେଶୀୟ ଶାକବିଶେଷରେ ପୁଷ୍ପ ମଧ୍ୟସ୍ଥ ଗର୍ଭକେଶର — Saffron; Crocus Sativus.

[ଦ୍ରଷ୍ଟବ୍ୟ —ଏହା କାଶ୍ମୀରଜାତ ବାର୍ଷିକ ଶାଗ ଗୁଳ୍ମ ଏହା ପ୍ରଥମେ ଦକ୍ଷିଣ ଇଉରୋପରୁ ଆନୀତ ହୋଇଥିଲା ଏଥିରୁ ପୁଷ୍ପକେଶର ଖାଦ୍ୟରେ ମସଲାରୂପେ ଓ ଔଷଧରେ ମଧ୍ୟ ବ୍ୟବହୃତ ହୁଏ ଏଥିର ବର୍ଣ୍ଣ ନାଲିମିଶା ହଳଦିଆ]