ଜାତିଧର୍ମ ନିର୍ବିଶେଷରେ

ଜାତିଧର୍ମ ନିର୍ବିଶେଷରେ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରି.ବିଶେଷଣ - ସମ୍ପାଦନା

ଜାତି ବା ଧର୍ମ ବିଷୟରେ ପ୍ରଭେଦ ବିଚାର ନ କରି — Without distinction of caste or creed.

(ଯଥା—ମହାପୁରୁଷମାନେ ଜାତିଧର୍ମ ନିର୍ବିଶେଷରେ ପରର ଉପକାର କରି ଥାଆନ୍ତି)