ଜାତିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

(ଅଜାତିଆ—ବିପରୀତ)

ଦେଶଜ - ବିଶେଷଣ - (ସଂସ୍କୃତ - ଜାତୀୟ) ସମ୍ପାଦନା

୧. ଜାତୀୟ — ୧. Belonging to a class or nation.
୨. କୁଳୀନ; ଉଚ୍ଚବଂଶୀୟ — ୨. Of noble birth; noble; of high family; will-born.
୩. ରାଜାମାନଙ୍କ ବଂଶରେ କ୍ଷତ୍ରିୟକୁଳର ବିବାହିତା ସ୍ତ୍ରୀଙ୍କ ଗର୍ଭରୁ ଜାତ (ସନ୍ତାନ) —୩. Born of a married wife of Kahatriya caste.
୪. ଉତ୍କୃଷ୍ଟ; ଉତ୍ତମଜାତୀୟ —୪. Excellent.

ପ୍ରାଦେଶିକ - (ଗଡ଼ଜାତ) ବିଶେଷଣ - ସମ୍ପାଦନା

ଯେ ଅସ୍ପୃଶ୍ୟ ଜାତିର ଲୋକଙ୍କୁ ଛୁଇଁ ନ ଥିବାରୁ ପବିତ୍ର ଅଛି —One who has remained pure for not having touched an untounchable person.