ଜାତବେଦ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜାତବେଦାଃ) ସମ୍ପାଦନା

୧. ଅଗ୍ନି —୧. Fire; the fire- god.

ବକ୍ଷୋଜେ ଯା ନଖ କ୍ଷତ ଜାତବେଦକଣଜାତ ଜ୍ୱଳା ମଶି ଝା଼ଡ଼େ ଅଞ୍ଚଳରେ ଭଞ୍ଜ. ବୈଦେହୀଶବିଳାସ

୨. ଜଠରାଗ୍ନି — ୨. The digestive fire inside the body.

ଦେଶଜ - ବିଶେଷ୍ୟ - ସମ୍ପାଦନା

ଶ୍ରୀକୃଷ୍ଣ —Ṡrīkṛushṇa.