ଜାତ
ଜାତ
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷଣ - (ଜନ୍ ଧାତୁ=ଜନ୍ମ ହେବା+କର୍ତ୍ତୃ. ତ)
ସମ୍ପାଦନା- ୧. ଭୁମିଷ୍ଟ, ଉତ୍ପନ; ଯାହା ଜନ୍ମିଅଛି — ୧. Born; produced; grown.
- ୨. ପ୍ରସୂତ —୨. Begotten.
- ୩. ସ୍ଫୁଟ; ବ୍ୟକ୍ତି; ପ୍ରକଟିତ — ୩. Published; manifest.
- ୪. ପ୍ରଶସ୍ତ —୪. Broad.
- ୫. କାରଣଦ୍ୱାରା କାର୍ଯ୍ୟରୂପେ ଘଟିଥିବା — ୫. Caused as a result; resulting from.
- ୭. ଘଟିଥିବା —୭. Occasioned; happpened.
- ୮. ନ୍ୟସ୍ତ; ଭୁକ୍ତ —୮. Included; diposited.
- ୯. ନବଜାତ; ଶିଶୁ —୯. Newly born.
ବିଶେଷ୍ୟ - (+ଭାବ. ତ)
ସମ୍ପାଦନା- ୧. ଶ୍ରେଣୀ; ଜାତି — ୧. Kind; variety; class; species; caste.
- ୨. ସମୂହ —୨. Collection; multitide.
କାମ ସୃଷ୍ଟିଜାତ ପାଳିବା ରହିତ ଅର୍ଥେ ରଖିଲେ ପ୍ରତିରୁ ଦୀନକୃଷ୍ଣ. ରସକଲ୍ଲୋଳ
- ୩. ବ୍ୟକ୍ତି; ପ୍ରକଟନ — ୩. Publication; manifestation.
- ୪. ଜନ୍ମ; ଉତ୍ପତ୍ତି —୪. Production growth; birth.
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜାତ୍ରା)
ସମ୍ପାଦନାଯାତ (ଦେଖ) - J̄āta (See)