ଜାଣିଶୁଣି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରି.ବିଶେଷଣ - ସମ୍ପାଦନା

ଉତ୍ତମରୂପେ ଅବଗତ ହୋଇ; ବୁଝିସୁଝି — Knowing full well; with eyes wide open; intimately.

ଧିକ ଧିକ ଆହା ଜାଣି ଜାଣି ନରେ; ଶାଶ୍ୱତକୁ ଛାଡ଼ି ଆସକ୍ତ ନଶ୍ୱରେ ରାଧାନାଥ. ଦରବାର