ଜାଗିରି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଜାଗୀର୍; ଜା=ଜମି; ଗୀର= ଗ୍ରହଣ) ସମ୍ପାଦନା

୧. ଜୁର୍ଧିଷ୍ଟ କାର୍ଯ୍ୟ କରିବା ପାଇଁ ଭୂମ୍ୟଧିକାରୀ ବା ଭୂପତିଙ୍କଠାରୁ କାର୍ଯ୍ୟକାରୀ ବ୍ୟକ୍ତି ପାଇଥିବା ନିଷ୍କର ଭୂମି ବା ଗ୍ରାମ; ପେନ୍ସନ ବା ପୁରସ୍କାର ସ୍ୱରୂପ ରାଜାଙ୍କ ଠାରୁ ପ୍ରାପ୍ତ ଭୂସମ୍ପତ୍ତି —Land or village granted rent-free by the land-lord or king for services rendered; grant of land as pension or reward.
୨. ବେତନ ପରିବର୍ତ୍ତେ ଭୃତ୍ୟକୁ ପ୍ରଦତ୍ତ ଭୂମି — ୨. Service-tenure; land granted rent-free to a servant in lieu of sevice; Jaighir.

(ଯଥା—ବଢ଼େଇ ଜାଗିରି, କମାର ଜାଗିରି, ମାଳି ଜାଗିରି, ମସାଲଚୀ ଜାଗିରି, ସରବରାକାରୀ, ଜାଗିରି, ସେବକ ଜାଗିରି ଚୁଉକି ଦାରୀ ଜାଗିରି)

[ଦ୍ରଷ୍ଟବ୍ୟ —ଏ ଶବ୍ଦ ଇଂରାଜୀଭାଷାରେ ମଧ୍ୟ ଚଳିଳାଣି]