ଜାଗାଘର

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଦେଶଜ - ବିଶେଷ୍ୟ -

ସମ୍ପାଦନା
୧. ଆଖଡ଼ା ଘର; ସଙ୍ଗୀତ ବା ମଲ୍ଲବିଦ୍ୟା ଅଭ୍ୟାସ କରିବାର ସ୍ଥାନ —୧. Gymnasium; a place where rehearsales in music and athletic exercises take place.
୨. ଯେଉଁ ସ୍ଥାନରେ ଗ୍ରାମବାସୀମାନେ ସନ୍ଧ୍ୟା ବେଳେ ବିଇଠକ ଓ ଆମୋଦପ୍ରମୋଦ କରନ୍ତି — ୨. Village club-house; an evening club.

[ଦ୍ରଷ୍ଟବ୍ୟ —ଜାଗାଘରମାନଙ୍କରେ ସନ୍ଧ୍ୟାବେଳେ ଜାଗାସାଙ୍ଗମାନେ ସଙ୍ଗୀତ ଓ ବାଦ୍ୟାଦିର ଚର୍ଚ୍ଚା କରିନ୍ତ, ଭାଙ୍ଗ ଓ ଚୂଡ଼ାଘସା ଆଦି କରନ୍ତି ଓ ସମୟେ ସମୟେ ଭୋଜୀ ମଧ୍ୟ କରନ୍ତି]