ଜାଏଦାଦ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଜାୟଦଦ୍=ସମ୍ପତ୍ତି) ସମ୍ପାଦନା

୧. ଜମିବାଡ଼ି; ଭୂସମ୍ପତ୍ତି —୧. Immovable property.
୨. ବିଷୟସମ୍ପତ୍ତି; ସ୍ଥାବର ଓ ଅସ୍ଥାବର ସମ୍ପତ୍ତି — ୨. Property (movable and immovable).