ଜାଇ

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜାତି)

ସମ୍ପାଦନା
୧. ଧଳା ବାସନାଯୁକ୍ତ ଏକପାଖୁଡ଼ିଆ ଫୁଲବିଶେଷ; ଜାଇଫୁଲ —୧. One-pettalled jasmine; jasminum Grandiflorum.

ଜାଇ ଫିଙ୍ଗିଦେଇ ତୋଳ ତରାଟ କବିସୂର୍ଯ୍ୟ. ସଙ୍ଗୀତ

୨. କଞ୍ଚାମୁଗ ରଗଡ଼ା ହୋଇ ଚୋପା କଢ଼ା ହୋଇଥିବା ଡା଼ଲି —୨. Split moong-pulse cleared of its chaff.

[ ଦ୍ର—ବିବାହ ଆଦି ମଙ୍ଗଳକାର୍ଯ୍ୟରେ ଆମନ୍ତ୍ରିତ ଶତଶତ ଲୋକଙ୍କ ପାଇଁ ଭାଜି ତାକୁ ଡାଲି ତିଆରି କରି କଞ୍ଚାମୁଗ ଯାକ ରଗଡ଼ି ପକାଇ ସେଥିରେ ହଳଦି ପାଣି ଓ ସାମାନ୍ୟରେ ଘିଅ ଗୋଲାଇ କାଣ୍ଡି ଦେଲେ ଅତି ସୁନ୍ଦର ମୁଗଡାଲି ହୁଏ ଏହାକୁ ଜାଇକହନ୍ତି ଗୋଟିଏ ଶୁଭଦିନ ଦେଖି ଜାଇ ରଗଡ଼ାଆରମ୍ଭ କରାଯାଏ ଏ କାର୍ଯ୍ୟକୁ ଜାଇବାଇରଗଡ଼ା ବା ଜାଇରଗଡ଼ା କହନ୍ତି]

୩. ଦେହରେ ଦେଖାଯିବା କଳା ଦାଗ; କଳାଜାଇ ମନ୍ଦା — ୩. A mole in the body.
୪. ଜାଇକାଠି (ଦେଖ) - ୪. Jāi-kāṭhi (See)