ଜହ୍ନିଖାଈ
ଜହ୍ନିଖାଈ
ଉଚ୍ଚାରଣ
ସମ୍ପାଦନାଦେଶଜ - ବିଶେଷ୍ୟ - ସ୍ତ୍ରୀ
ସମ୍ପାଦନାଗାଳିବିଶେଷ — A term of abuse.
ପ୍ରାଦେଶିକ - (ପୁରୀ) ବିଶେଷ୍ୟ -
ସମ୍ପାଦନାଦେବୀପର୍ବରେ ସାଇଯାତ୍ରାରେ ବାହାରିବା ଏକ ଦେବୀପ୍ରତିମା (ଏ ଦଶହରା ଦିନ ପାଣିରେ ପଡ଼ନ୍ତି) —Name of the image of a Goddess which is constructed and brought out in a procession in the town of Puri during the Durgā-pujā.