ଜହାଁପନା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ଅ. (ଆରବୀ - ଜହାଁପନା=ପୃଥିବୀପତି) ସମ୍ପାଦନା

(ରାଜା ଓ ବଡ଼ଲୋକମାନଙ୍କୁ ସମ୍ୱୋଧନ) ଛାମୁ ! ମଣିମା ! ହୁଜୁର! —Oh Lord! your honor !



ଜହାଁପନା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଜାହାଁପାନା—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଜହାଁପନାହ୍=ଜଗଦାଶ୍ରୟ; ଜହାଁ= ପୃଥିବୀ+ପନାହ୍=ରକ୍ଷକ) ସମ୍ପାଦନା

ପୃଥିବୀପ୍ରତି ଜଗଦାଶ୍ରୟ;ପ୍ରଭୁ —Lord of the World.

ଅ. (ବାଦସାହା ପ୍ରଭୃତିଙ୍କ ନିମ୍ନତର ବ୍ୟକ୍ତିମାନଙ୍କର ସମ୍ୱୋଧନ)— ଛାମୁ! ହଜୁର! — My Lord ! You Highness.