ଜହାଁପନା
ଜହାଁପନା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାବୈଦେଶିକ - ଅ. (ଆରବୀ - ଜହାଁପନା=ପୃଥିବୀପତି)
ସମ୍ପାଦନା(ରାଜା ଓ ବଡ଼ଲୋକମାନଙ୍କୁ ସମ୍ୱୋଧନ) ଛାମୁ ! ମଣିମା ! ହୁଜୁର! —Oh Lord! your honor !
ଜହାଁପନା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନା(ଜାହାଁପାନା—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ - (ଫାରାସୀ - ଜହାଁପନାହ୍=ଜଗଦାଶ୍ରୟ; ଜହାଁ= ପୃଥିବୀ+ପନାହ୍=ରକ୍ଷକ)
ସମ୍ପାଦନାପୃଥିବୀପ୍ରତି ଜଗଦାଶ୍ରୟ;ପ୍ରଭୁ —Lord of the World.
ଅ. (ବାଦସାହା ପ୍ରଭୃତିଙ୍କ ନିମ୍ନତର ବ୍ୟକ୍ତିମାନଙ୍କର ସମ୍ୱୋଧନ)— ଛାମୁ! ହଜୁର! — My Lord ! You Highness.