ଜହରତି

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଅ. ଜଓହର୍)

ସମ୍ପାଦନା

ମଣିମୁକ୍ତାଦି ନାନାଜାତୀୟ ବହୁମୂଲ୍ୟ ପ୍ରସ୍ତର —Jewellery.

ବିଶେଷଣ -

ସମ୍ପାଦନା

ମଣିମୁକ୍ତାଦିସମ୍ୱନ୍ଧୀୟ — Pertaining to jewellery.