ଜଳାଶୟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଜଳ+ଆଶ୍ରୟ) ସମ୍ପାଦନା

୧. ହ୍ରଦ; ତଡ଼ାଗ; ପୋଖରୀ —୧. A reservoir of water; lake; pond.
୨. ବରୁଣ ଦେବ —୨. An epithet of Baruṇa.
୩. ବିଷ୍ଣୁ —୩. An epithet of Bishṇu.